ପ୍ରେମ ଗର୍ବିତା Prema garbitā

  • ସଂ. ବି. ସ୍ତ୍ରୀ — ସାହିତ୍ୟ ବର୍ଣ୍ଣିତା ନାୟିକାବିଶେଷ; ଆପଣା ପତିର ଅନୁରାଗ ଯୋଗୁଁ ଗର୍ବ ଅନୁଭବ କରୁଥିବା ସ୍ତ୍ରୀ (ହି. ଶ.) — A woman who is proud of her husband's attachment to her