ପ୍ରେମ କରିବା Prema karibā

  • ଦେ. କ୍ରି — (ସ୍ତ୍ରୀ ପୁରୁଷ ପ୍ରତି ବା ପୁରୁଷ ସ୍ତ୍ରୀ ପ୍ରତି) ପ୍ରଣୟ କରିବା — To love (said of a male or female towards one of the opposite sect)
  • ଦେ. କ୍ରି — ଆନନ୍ଦ ଉପଭୋଗ କରିବା — To make merriment
  • ଦେ. କ୍ରି — ଭକ୍ତି କରିବା — To love with devotion