ପ୍ରେତସାଇଁ Pretasāiñ

  • ଦେ. ବିଣ. (ସଂ. ପ୍ରେତସ୍ୱାମୀ) — ପ୍ରେତସ୍ୱାମୀ; ଯମ; ପରେତରାଟ୍ — The God of death
  • ଦେ. ବିଣ. (ସଂ. ପ୍ରେତସ୍ୱାମୀ) — ଦେଖାଇବି ଏହାକୁ ଆଜି ପ୍ରେତସାଇଁ—କୃଷ୍ଣସିଂହ. ମହାଭାରତ. ସଭା।