ପ୍ରେତ ପକ୍ଷ Preta paksha

  • ସଂ. ବି — ପିତୃପକ୍ଷ; ଆଶ୍ୱିନ କୃଷ୍ଣପକ୍ଷ — The dark fortnight of the month of Āṡwina
  • ସଂ. ବି — [ଦ୍ର—ଏହି ପକ୍ଷରେ ପ୍ରତିଦିନ ପିତୃଲୋକଙ୍କୁ ତର୍ପଣ କରାଯାଏ ଓ ପାର୍ବଣ ତିଥିରେ ମହାଳୟା ଶ୍ରାଦ୍ଧ କରାଯାଏ।]