ପ୍ରେତ ନଦୀ Preta nadī

  • ସଂ. ବି — ନରକସ୍ଥ ବୈତରଣୀ ନଦୀ — The river of hell; styx
  • ସଂ. ବି — [ଦ୍ର—ଏ ନଦୀକୁ ମୃତ ବ୍ୟକ୍ତିର ଆତ୍ମା ପାରି ହୁଏ।]