ପ୍ରେତ ଦାହ Preta dāha

  • ସଂ. ବି—( 6 ଷ୍ଠୀ ତତ୍; ପ୍ରେତ+ଦାହ) — ଶବଦାହ; ମୁର୍ଦ୍ଦାର ପୋଡ଼ା (ହି. ଶ) — Cremation; burning of a dead body