ପ୍ରେତ ଗୃହ Preta gṛuha

  • ସଂ. ବି — ଶ୍ମଶାନ — Cremation ground; burning ground
  • ସଂ. ବି — (ଆଧୁନିକ ପ୍ରୟୋଗ) କବର ସ୍ଥାନ — Burial ground; cemetery
  • ସଂ. ବି — (ଆଧୁନିକ ପ୍ରୟୋଗ) ଶବ ସଂରକ୍ଷଣ ଗୃହ — Sepulchre; a vault for preserving dead bodies