ପ୍ରେତ କର୍ମ Preta karma

  • ସଂ. ବି — ମୃତ ବ୍ୟକ୍ତିର ପ୍ରେତ ମୋକ୍ଷ ଲାଭ କରିବା ଉଦ୍ଦେଶ୍ୟରେ କରାଯିବା କ୍ରିୟା; ଶବଦାହଠାରୁ ସପିଣ୍ଡୀକରଣ ପର୍ଯ୍ୟନ୍ତ କରାଯିବା କାର୍ଯ୍ୟ; ଅନ୍ତ୍ୟେଷ୍ଟି କ୍ରିୟା — Obsequal rites; funeral rites