ପ୍ରେଙ୍ଖା Preṅkhā
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଚଳନ; ଗତି — Motion; movement
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — (+କରଣ. ଅ+ଆ)—ଦୋଳା — A swing; a sort of hammock
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — (+ଭାବ. ଅ) ପର୍ଯ୍ୟଟନ — Wandering; roaming
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — କମ୍ପନ; ଆନ୍ଦୋଳନ — Vibration; agitation
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଅଶ୍ୱଗତିବିଶେଷ; ଦୁଲ୍କି — A kind of motion of the horse; trotting of a horse
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଗୃହବିଶେଷ — A kind of house
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଝୁଲିବା — Swinging
- ସଂ. ବି. (ପ୍ର+ଇନ୍ଖ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ନାଚ; ନୃତ୍ୟ (ହି. ଶ) — Dancing