ପ୍ରେଙ୍ଖଣ Preṅkhaṅa

  • ସଂ. ବି. (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ) — ଚଳନ; ଗମନ — Walking; movement
  • ସଂ. ବି. (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ) — ନିରୁଦ୍ଦେଶ୍ୟଭାବରେ ଭ୍ରମଣ କରିବା — Wandering
  • ସଂ. ବି. (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ) — ଦୋଳିବା; ଦୋହୋଲିବା — Swinging; rocking
  • ସଂ. ବି. (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ) — ପ୍ରବେଶ କରିବା — Entering
  • ସଂ. ବି. (ପ୍ର+ଇଂଖ୍ ଧାତୁ=ଗମନ କରିବା+ଭାବ. ଅନ) — ନୀଚଶ୍ରେଣୀୟ ନାୟକବିଶିଷ୍ଟ ଏକାଙ୍କଯୁକ୍ତ ବୀରରସପ୍ରଧାନ ରୂପକ ନାଟକବିଶେଷ — A minor drama in one act