ପ୍ରେକ୍ଷା Prekshā

  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଦର୍ଶନ; ଦୃଷ୍ଟି — Seeing; sight
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ପର୍ଯ୍ୟବେକ୍ଷଣ — Observation
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ତୀକ୍ଷ୍ଣ ବୁଦ୍ଧି; ପ୍ରଜ୍ଞା — Intellect; understanding
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବିମୃଶ୍ୟକାରିତା — Prudence; foresight
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ନୃତ୍ୟ ଦର୍ଶନ — Seeing a dance
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବୃକ୍ଷର ଶାଖା — Branch of a tree
  • ସଂ. ବି. (ପ୍ର+ଈକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — (+କର୍ମ. ଅ) ଶୋଭା (ହି. ଶ) — Grace; beauty