ପ୍ରେକ୍ଷଣ Prekshaṇa

  • ସଂ. ବି. (ପ୍ର+ଇକ୍ଷ୍ ଧାତୁ+ଭାବ. ଅନ; (ଆ) — ଦର୍ଶନ; ଦେଖିବା — Seeing
  • ସଂ. ବି. (ପ୍ର+ଇକ୍ଷ୍ ଧାତୁ+ଭାବ. ଅନ; (ଆ) — ପରିଦର୍ଶନ — Inspecting
  • ସଂ. ବି. (ପ୍ର+ଇକ୍ଷ୍ ଧାତୁ+ଭାବ. ଅନ; (ଆ) — ପର୍ଯ୍ୟବେକ୍ଷଣ — Observation
  • ସଂ. ବି. (ପ୍ର+ଇକ୍ଷ୍ ଧାତୁ+ଭାବ. ଅନ; (ଆ) — (+କରଣ. ଅନ) ଚକ୍ଷୁଃ; ଆଖି — Eye