ପ୍ରୁଫ୍ ରିଡିଙ୍ଗ୍ Pruph riḍiṅg
- ବୈଦେ. ବି. (ଇଂ.) (ଛାପାଖାନା ବ୍ୟବହୃତ ଶବ୍ଦ) — ଛାପାଖାନାରେ ଗାଲୀ ପ୍ରୁଫ୍ ଓ ପେଜ୍ ପ୍ରୁଫ୍ରେ ଥିବା ଭ୍ରମମାନଙ୍କ ସଂଶୋଧନ — Proof reading
- ବୈଦେ. ବି. (ଇଂ.) (ଛାପାଖାନା ବ୍ୟବହୃତ ଶବ୍ଦ) — (ପ୍ରୁଫ୍ ଦେଖା, ପ୍ରୁଫ୍ ସଂଶୋଧନ—ଦେଶଜରୂପ)
- ବୈଦେ. ବି. (ଇଂ.) (ଛାପାଖାନା ବ୍ୟବହୃତ ଶବ୍ଦ) — [ଦ୍ର—କମ୍ପୋଜିଟର୍ମାନେ ଟାଇପ୍ ଜୋଡ଼ି ସାରିବା ପରେ ସେଥିରୁ ଯେଉଁ ଛାପ (ପ୍ରୁଫ୍) ନିଆଯାଏ, ସେ ପ୍ରୁଫ୍ମାନଙ୍କରେ ପ୍ରୁଫ୍ ରିଡର୍ ଯେଉଁ ଭ୍ରମମାନ ଦେଖନ୍ତି ତାକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଚିହ୍ନ ବା ଠାରମାନ ଅଛି। ସେହି ଠାରମାନ ଦେଖି କମ୍ପୋଜିଟର୍— ମାନେ ଟାଇପ୍ମାନ ବଦଳାଇ ଠିକ୍ ଟାଇପ୍ ବସାନ୍ତି।]