ପ୍ରୀତ୍ୟର୍ଥ Prītyartha

  • ଦେ. କ୍ରି. ବିଣ. (ସଂ. ପ୍ରୀତ୍ୟର୍ଥଂ) — (ଅମୁକର) ପ୍ରୀତି ସମ୍ପାଦନାର୍ଥ; ପ୍ରସନ୍ନତା ସମ୍ପାଦନାର୍ଥ — For giving pleasure to; for pleasing