ପ୍ରିୟାଳାପ Priyāḻāpa

  • ସଂ. ବି—(କର୍ମଧା; ପ୍ରିୟ+ଆଳାପ) — ତୁଷ୍ଟିଜନକ କଥୋପକଥନ — Pleasant conversation
  • ସଂ. ବି—(କର୍ମଧା; ପ୍ରିୟ+ଆଳାପ) — ( 6 ଷ୍ଠୀ ତତ୍—ପ୍ରିୟବ୍ୟକ୍ତିଙ୍କ ସଙ୍ଗେ ଆଳାପ — (6ଷ୍ଠୀ ତତ୍—ପ୍ରିୟବ୍ୟକ୍ତିଙ୍କ ସଙ୍ଗେ ଆଳାପ— . Conversation with a dear person