ପ୍ରିୟମ୍ବଦ Priyambada
- ସଂ. ବିଣ. ପୁଂ. (ପ୍ରିୟଂ+ବଦ୍ ଧାତୁ+କର୍ତ୍ତୃ. ଅ) — ପ୍ରିୟ ଭାଷୀ — Speaking sweet words
- ସଂ. ବିଣ. ପୁଂ. (ପ୍ରିୟଂ+ବଦ୍ ଧାତୁ+କର୍ତ୍ତୃ. ଅ) — ଗନ୍ଧର୍ବ ବିଶେଷ — Name of a Gandharba
- ସଂ. ବିଣ. ପୁଂ. (ପ୍ରିୟଂ+ବଦ୍ ଧାତୁ+କର୍ତ୍ତୃ. ଅ) — [ଦ୍ର— ସଂସ୍କୃତ ବ୍ୟାକରଣ ନିୟମାନୁସାରେ 'ପ୍ରିୟଂବଦ' ଶବ୍ଦ ଶୁଦ୍ଧ। ପ୍ରକୃତିବାଦ ପ୍ରଭୃତି ଅଭିଧାନରେ ଏହା 'ପ୍ରିୟମ୍ବଦ' ଆକାରରେ ଦେଖାଯାଏ। 'ବଦ୍'ଧାତୁର 'ବ' ଅବର୍ଗ୍ୟ। ଅବର୍ଗ୍ୟ ବର୍ଣ୍ଣ ପରେ ଥିଲେ 'ମ୍' ସ୍ଥାନରେ କେବଳ ଅନୁସ୍ୱାର ହୁଏ। ବର୍ଗ୍ୟ ବର୍ଣ୍ଣ ପରେ ଥିଲେ ଅନୁସ୍ୱାର ଓ ବିକଳ୍ପରେ ପରବର୍ତ୍ତୀ ବର୍ଣ୍ଣର ପଞ୍ଚମ ବର୍ଣ୍ଣ ହୁଏ; ଅତଏବ ପ୍ରିୟମ୍ବଦ ଆକାର ସଂସ୍କୃତ ବ୍ୟାକରଣର ନିୟମ ବିରୁଦ୍ଧ।]