ପ୍ରିୟବାଦୀ Priyabādī

  • ସଂ. ବିଣ. ପୁଂ. (ପ୍ରିୟ+ବଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମିଷ୍ଟଭାଷୀ — Speaking sweet words
  • ସଂ. ବିଣ. ପୁଂ. (ପ୍ରିୟ+ବଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଖୋସାମଦିଆ; ଚାଟୁକାର — Flattering