ପ୍ରିୟଙ୍କର Priyaṅkara

  • ସଂ. ବିଣ. ପୁଂ. (ପ୍ରିୟଂ+କୃ ଧାତୁ+କର୍ତ୍ତୃ. ଅ) — ଉପକାରୀ — Beneficient
  • ସଂ. ବିଣ. ପୁଂ. (ପ୍ରିୟଂ+କୃ ଧାତୁ+କର୍ତ୍ତୃ. ଅ) — ଅନୁକୂଳ — Favourable
  • ସଂ. ବି. (ନାମ) ଏକ ଦାନବର ନାମ (ହି. ଶ.) — Name of a demon