ପ୍ରିୟକୃତ୍ Priyakṛut

  • ସଂ. ବିଣ. (ପ୍ରିୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍) — ମଙ୍ଗଳକାରୀ; ଉପକାରୀ — Beneficient
  • ସଂ. ବିଣ. (ପ୍ରିୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍) — ବନ୍ଧୁଭାବାପନ୍ନ — Friendly
  • ସଂ. ବି. — ବନ୍ଧୁ — Friend
  • ସଂ. ବି. — ବିଷ୍ଣୁ — An epithet of Bishṇu