ପ୍ରିୟ ସତ୍ୟ Priya satya

  • ସଂ. ବି. (ପ୍ରିୟ+ସତ୍ୟ) — (ବହୁବ୍ରୀହି) ସତ୍ୟ କଥାର ପ୍ରିୟ ବ୍ୟକ୍ତି — A lover of truth (Apte)
  • ସଂ. ବି. (ପ୍ରିୟ+ସତ୍ୟ) — (କର୍ମଧା) ମନୋହର ସତ୍ୟ ବାକ୍ୟ — Pleasant truth