ପ୍ରିୟ ସଖ Priya sakha

  • ସଂ. ବିଣ. ପୁଂ. [କର୍ମଧା; ପ୍ରିୟ+ସଖା (ସଖି ଶବ୍ଦଜ)—ବନ୍ଧୁ] ପରମ ମିତ୍ର — Fast friend; dear friend
  • ସଂ. ବିଣ. ପୁଂ. [କର୍ମଧା; ପ୍ରିୟ+ସଖା (ସଖି ଶବ୍ଦଜ)—ବନ୍ଧୁ] ଖଦିର ବୃକ୍ଷ — The catechu tree; Mimosa Catechu