ପ୍ରିୟ ଦର୍ଶନ Priya darṡana

  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରିୟ+ଦର୍ଶନ) — ସୁଦୃଶ୍ୟ; ରମ୍ୟ; ସୁନ୍ଦର — Charming; beautiful; lovely; handsome; good looking
  • ସଂ. ବି — ଶୁକପକ୍ଷୀ — Parrot
  • ସଂ. ବି — କ୍ଷୀରକୋଳି ଗଛ — A berry-bearing tree; Mimusopi Kanki
  • ସଂ. ବି — ଏକପ୍ରକାର ଖଜୁରୀ ଗଛ — A kind of date tree (Apte)
  • ସଂ. ବି — (ନାମ) ଗନ୍ଧର୍ବକୁମାରବିଶେଷ — Name of a prince of the Gandharbas (Apte)