ପ୍ରିୟ ତୋଷଣ Priya toshaṇa

  • ସଂ. ବିଣ. ( 6 ଷ୍ଠୀ ତତ୍; ପ୍ରିୟ+ତୋଷଣ) — ପ୍ରିୟବ୍ୟକ୍ତିର ତୁଷ୍ଟି ସମ୍ପାଦନକାରୀ — Causing pleasure to one's beloved person
  • ସଂ. ବି — ରତିବନ୍ଧବିଶେଷ (ହି. ଶ) — A kind of pose during coition; a kind of coitus (Apte)