ପ୍ରିନ୍ସିପଲ୍ Prinsipal

  • ବୈଦେ. ବି—(ଇଂ.) — କଲେଜର ଅଧ୍ୟକ୍ଷ — The Principal of a College
  • ବୈଦେ. ବି—(ଇଂ.) — କରଜ ଦିଆଯାଇଥିବା ମୂଳ ଟଙ୍କା; ଅସଲ — The principal of a loan