ପ୍ରିଣ୍ଟିଂ Priṇṭim

  • ବୈଦେ. ବି.—(ଇଂ.) — ଛାପାଖାନାରେ ପୁସ୍ତକାଦିର ମୁଦ୍ରଣ — Printing
  • ବୈଦେ. ବି.—(ଇଂ.) — ଛାପାଖାନାରେ ମୁଦ୍ରିତ ପୁସ୍ତକର ମୁଦ୍ରଣର ଢଙ୍ଗ ବା ଆକାର — The mode or appearance of printing; print
  • ବୈଦେ. ବି.—(ଇଂ.) — [ଦ୍ର—ଏହି ଇଂରାଜୀ ଶବ୍ଦ ସଙ୍ଗେ ବ୍ୟବହୃତ ଅନେକଗୁଡ଼ିଏ ଇଂରାଜିଶବ୍ଦଯୁକ୍ତ ପଦ ଓଡ଼ିଆରେ ଚଳିଲାଣି:—ପ୍ରିଣ୍ଟିଂଇଙ୍କ୍ (କାଳୀ); ପ୍ରିଣ୍ଟିଂପ୍ରେସ (ଛାପାଖାନା); ପ୍ରିଣ୍ଟିଂମେସିନ୍ (ମୁଦ୍ରାଯନ୍ତ୍ର)