ପ୍ରାୟୋପବିଷ୍ଟ Prāyopabishṭa

  • ସଂ. ବିଣ. ପୁଂ.—( 7 ମୀ ତତ୍; ପ୍ରାୟେ=ମୃତ୍ୟୁ ପର୍ଯ୍ୟନ୍ତ ଅନଶନରେ+ଉପବିଷ୍ଟ) — ଉପବାସ ପୂର୍ବକ ପ୍ରାଣତ୍ୟାଗ କରିବା ନିମନ୍ତେ ଆସୀନ — Fasting to death
  • ସଂ. ବିଣ. ପୁଂ.—( 7 ମୀ ତତ୍; ପ୍ରାୟେ=ମୃତ୍ୟୁ ପର୍ଯ୍ୟନ୍ତ ଅନଶନରେ+ଉପବିଷ୍ଟ) — ଯେ ଉପବାସ କରି ମରିଅଛି — Dead as a result of fasting