ପ୍ରାୟାଣିକ Prāyāṇika

  • ସଂ. ବିଣ—(ପ୍ରୟାଣ+ଇକ) — ଯାତ୍ରା ସମ୍ବନ୍ଧୀୟ — Relating to starting in a journey
  • ସଂ. ବି. — ଶଙ୍ଖ ଚାମରାଦି ମଙ୍ଗଳ ଦ୍ରବ୍ୟ, ଯାହା ଯାତ୍ରା କରିବା ସମୟରେ ବ୍ୟବହୃତ ହୁଏ — Conch blown and chowrie waved on the occasion of a person's starting on a mission