ପ୍ରାୟଶ୍ଚିତ୍ତି Prāyaṡchitti
- ସଂ. ବି. [ପ୍ରାୟଃ=ତପସ୍ୟା+ଚିତ୍ତ (ତ୍ତି)=ନିଶ୍ଚୟ] — ପାପକ୍ଷୟସାଧନ କର୍ମ — Expiation for sins; penance
- ସଂ. ବି. [ପ୍ରାୟଃ=ତପସ୍ୟା+ଚିତ୍ତ (ତ୍ତି)=ନିଶ୍ଚୟ] — କୃତ ଦୋଷର କ୍ଷୟସାଧନ — Atonement; amends
- ସଂ. ବି. [ପ୍ରାୟଃ=ତପସ୍ୟା+ଚିତ୍ତ (ତ୍ତି)=ନିଶ୍ଚୟ] — ଚିତ୍ତର ବିଶୁଦ୍ଧତା—ସାଧନ — Purification of one's heart
- ସଂ. ବି. [ପ୍ରାୟଃ=ତପସ୍ୟା+ଚିତ୍ତ (ତ୍ତି)=ନିଶ୍ଚୟ] — [ଦ୍ର—ଶାସ୍ତ୍ରରେ ଭିନ୍ନ ଭିନ୍ନ ଅତିପାତକ, ମହାପାତକ, ଅନୁପାତକ ଓ ଉପପାତକ ଆଦି ନିମନ୍ତେ ବିଭିନ୍ନ ପ୍ରାୟଶ୍ଚିତ୍ତ ବିଧି ନିର୍ଦ୍ଦିଷ୍ଟ ହୋଇଅଛି। ତପସ୍ୟା, ଈଶ୍ୱର ଭଜନ, ହୋମ, ଦାନ, ଅନୁତାପ, ଦଣ୍ଡଭୋଗ, ବ୍ରତ ଓ ଉପବାସ ଆଦି ଦ୍ୱାରା ଜ୍ଞାନତଃ ଓ ଅଜ୍ଞାନତଃ କୃତ ପାପର ପ୍ରାୟଶ୍ଚିତ୍ତ କରାଯାଏ। କେତେଗୁଡ଼ିଏ ପାପର ପ୍ରାୟଶ୍ଚିତ୍ତ— ସ୍ୱରୂପ ମୃତ୍ୟୁକୁ ମଧ୍ୟ ବରଣ କରିବାର ବିଧି ଅଛି।]