ପ୍ରାସିକ Prāsika

  • ସଂ. ବିଣ. ପୁଂ. (ପ୍ରାସ+ଇକ) — କୁନ୍ତାସ୍ତ୍ର ସମ୍ବନ୍ଧୀୟ — Relating to a dart or lance
  • ସଂ. ବିଣ. ପୁଂ. (ପ୍ରାସ+ଇକ) — ପ୍ରାସାସ୍ତ୍ରଧାରୀ — Armed with a javelin
  • ସଂ. ବି. ପୁଂ. — ପ୍ରାସାସ୍ତ୍ରଧାରୀ ଯୋଦ୍ଧା — Lancer; spearman