ପ୍ରାସାଦିକ Prāsādika

  • ସଂ. ବିଣ. (ପ୍ରସାଦ+ଇକ) — ଦୟାଳୁ (ହି. ଶ) — Kind
  • ସଂ. ବିଣ. (ପ୍ରସାଦ+ଇକ) — ସୁନ୍ଦର (ହି. ଶ) — Beautiful
  • ସଂ. ବିଣ. (ପ୍ରସାଦ+ଇକ) — ପ୍ରସାଦ ସମ୍ବନ୍ଧୀୟ (ହି. ଶ.) — Relating to prasāda
  • ସଂ. ବିଣ. (ପ୍ରସାଦ+ଇକ) — (ପ୍ରାସାଦ+ଇକ) ପ୍ରାସାଦ ସମ୍ବନ୍ଧୀୟ — Relating to a mansion