ପ୍ରାସଙ୍ଗ Prāsaṅga

  • ସଂ. ବି. (ପ୍ର+ଆ+ସଂଜ୍ ଧାତୁ=ଲାଗିଯିବା+କର୍ତ୍ତୃ. ଅ) — ଯୁଗ କାଷ୍ଠ; ଯୁଆଳି — A yoke for cattle
  • ସଂ. ବି. (ପ୍ର+ଆ+ସଂଜ୍ ଧାତୁ=ଲାଗିଯିବା+କର୍ତ୍ତୃ. ଅ) — ଦାମୁଡ଼ିଙ୍କୁ ମଣ କରିବାରେ ବ୍ୟବହୃତ ହାଲୁକା ଯୁଆଳି (ହି. ଶ) — 1. A light yoke used in breaking new bullocks
  • ସଂ. ବି. (ପ୍ର+ଆ+ସଂଜ୍ ଧାତୁ=ଲାଗିଯିବା+କର୍ତ୍ତୃ. ଅ) — ତରାଜୁର ଦଣ୍ଡି (ହି. ଶ) — The beam of a balance
  • ସଂ. ବି. (ପ୍ର+ଆ+ସଂଜ୍ ଧାତୁ=ଲାଗିଯିବା+କର୍ତ୍ତୃ. ଅ) — [ଦ୍ର—ଓଡ଼ିଶା ପାସଙ୍ଗ ଶବ୍ଦ ଏହି ଶବ୍ଦର ଅପଭ୍ରଂଶ]
  • ସଂ. ବି. (ପ୍ର+ଆ+ସଂଜ୍ ଧାତୁ=ଲାଗିଯିବା+କର୍ତ୍ତୃ. ଅ) — ତୁଳା ଯନ୍ତ୍ର (ହି. ଶ) — Scales; balance; weighing machine