ପ୍ରାଶିତ Prāṡita
- ସଂ. ବିଣ. (ପ୍ର+ଅଶ୍ ଧାତୁ+କର୍ମ. ତ) — ଭକ୍ଷିତ; ଭୁକ୍ତ; ଖିଆଯାଇ ଥିବା — Eaten; partaken
- ସଂ. ବି. — (+ଭାବ. ତ) ଭକ୍ଷଣ — 2 (+କରଣ ତ) ପିତୃଯଜ୍ଞ; ତର୍ପଣ—2. Offering of oblation of water to one's deceased ancestors
- ସଂ. ବି. — (+କରଣ ତ) ପିତୃଯଜ୍ଞ; ତର୍ପଣ — Offering of oblation of water to one's deceased ancestors