ପ୍ରାଶନ Prāṡana

  • ସଂ. ବି. (ପ୍ର+ଅଶ୍ ଧାତୁ=ଖାଇବା+ଭାବ. ଅନ) — ଅଶନ; ଭୋଜନ — Eating
  • ସଂ. ବି. (ପ୍ର+ଅଶ୍ ଧାତୁ=ଖାଇବା+ଭାବ. ଅନ) — ଚାଖିବା (ହି. ଶ.) — Tasting