ପ୍ରାର୍ଥୀ Prārthī

  • ସଂ. ବିଣ. ପୁଂ. (ପ୍ର+ଅର୍ଥିନ୍) — ପ୍ରାର୍ଥନାକାରୀ; ପ୍ରାର୍ଥୟିତା — Soliciting
  • ସଂ. ବି — ଉମେଦ୍ୱାର୍ — Apprentice; candidate
  • ସଂ. ବି — ନିବେଦକ — Applicant; suitor
  • ସଂ. ବି — କୌଣସି ଦ୍ରବ୍ୟ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି — A person who is desirous of something