ପ୍ରାରମ୍ଭ Prārambha
- ସଂ. ବି. (ପ୍ର+ଆରମ୍ଭ) — ଆରମ୍ଭ; ଉପକ୍ରମ — Commencement; beginning
- ସଂ. ବି. (ପ୍ର+ଆରମ୍ଭ) — କରିବା ନିମନ୍ତେ ଉପକ୍ରମ କରାଯିବା କାର୍ଯ୍ୟ; ଯେଉଁ କାର୍ଯ୍ୟକୁ କରିବା ସକାଶେ ଆରମ୍ଭ କରାଯାଏ — Undertaking; a deed which a person undertakes to do
- ସଂ. ବିଣ — ସତ୍କର୍ମକାରୀ (ପ୍ରକୃତିବାଦ) — Performing good acts