ପ୍ରାରମ୍ଭିକ Prārambhika

  • ସଂ. ବିଣ. (ପ୍ରାରମ୍ଭ+ଭବାର୍ଥେ. ଇକ) — ଆଦ୍ୟ; ପ୍ରାଥମିକ — Opening; primary
  • ସଂ. ବିଣ. (ପ୍ରାରମ୍ଭ+ଭବାର୍ଥେ. ଇକ) — (ଯଥା—ପ୍ରାରମ୍ଭିକ ସଙ୍ଗୀତ; ପ୍ରାରମ୍ଭିକ ଭାଷଣ।)