ପ୍ରାରବ୍ଧ Prārabdha

  • ସଂ. ବିଣ.—(ପ୍ର+ଆରବ୍ଧ) — କୃତାରମ୍ଭ; ଆରମ୍ଭ କରାଯାଇ- ଥିବା — Commenced; begun
  • ସଂ. ବିଣ.—(ପ୍ର+ଆରବ୍ଧ) — ପୂର୍ବ ଜନ୍ମରେ ଆରମ୍ଭ କରାଯାଇ ଥିବା — Begun in one's past existence
  • ସଂ. ବି. — ଭାଗ୍ୟ; ଅଦୃଷ୍ଟ — Fate; destiny
  • ସଂ. ବି. — ପୂର୍ବଜନ୍ମରେ ଆରମ୍ଭ କରାଯାଇ ଥିବା — Merit or demerit earned in a former stage or existence