ପ୍ରାରବ୍ଧ କର୍ମ Prārabdha karma

  • ସଂ. ବି—(କର୍ମଧା; ପ୍ରାରବ୍ଧ+କର୍ମ) — ଆରମ୍ଭ କରା ଯାଇଥିବା କାର୍ଯ୍ୟ — A work which has once begun
  • ସଂ. ବି—(କର୍ମଧା; ପ୍ରାରବ୍ଧ+କର୍ମ) — ପୂର୍ବଜନ୍ମାର୍ଜିତ କର୍ମ ବା ଅଦୃଷ୍ଟ — Fate; destiny; the fruits of deeds done in a past existence