ପ୍ରାମାଦିକ Prāmādika

  • ସଂ. ବିଣ. (ପ୍ରମାଦ+ଭବାର୍ଥେ. ଇକ) — ପ୍ରମାଦ ଘଟିତ; ଅନବଧାନ ଘଟିତ — Due to inadvertence or negligence or carelessness
  • ସଂ. ବିଣ. (ପ୍ରମାଦ+ଭବାର୍ଥେ. ଇକ) — ଦୋଷଯୁକ୍ତ — Defective
  • ସଂ. ବିଣ. (ପ୍ରମାଦ+ଭବାର୍ଥେ. ଇକ) — ଦୂଷିତ — Contaminated; spoiled