ପ୍ରାମାଣ୍ୟ ବିଧି Prāmāṇya bidhi

  • ସଂ. ବି. (କର୍ମଧା; ପ୍ରାମାଣ୍ୟ+ବିଧି) — ବିଶିଷ୍ଟ ରୂପେ ପ୍ରମାଣସିଦ୍ଧ ନିୟମ ବା ଆଇନ୍ — A well-authenticated rule or law
  • ସଂ. ବି. (କର୍ମଧା; ପ୍ରାମାଣ୍ୟ+ବିଧି) — ନଜୀର୍ — Ruling; authoritative ruling
  • ସଂ. ବି. (କର୍ମଧା; ପ୍ରାମାଣ୍ୟ+ବିଧି) — ପ୍ରମାଣସିଦ୍ଧ ନିୟମ ବା ରୀତି — Well established rule or practice