ପ୍ରାଭୃତ Prābhṛuta

  • ସଂ. ବିଣ. (ପ୍ର+ଆ+ଭୃ ଧାତୁ+କର୍ମ. ତ) — ଭେଟୀ; ଉପଢୌକନ — Present; gift
  • ସଂ. ବିଣ. (ପ୍ର+ଆ+ଭୃ ଧାତୁ+କର୍ମ. ତ) — ନୈବେଦ୍ୟ — An offering