ପ୍ରାବୋଧିକ Prābodhika

  • ସଂ. ବି. (ପ୍ରବୋଧ=ଜାଗରଣ+ଇକ; -ଯେତେବେଳେ ସମସ୍ତେ ନିଦରୁ ଉଠନ୍ତି) — ଉଷାକାଳ; ସକାଳ — Dawn; morning
  • ସଂ. ବି. (ପ୍ରବୋଧ=ଜାଗରଣ+ଇକ; -ଯେତେବେଳେ ସମସ୍ତେ ନିଦରୁ ଉଠନ୍ତି) — ମାଗଧ; ଯେଉଁ ଭାଟ ସକାଳୁ ସ୍ତୁତି ପାଠ କରି ରାଜାଙ୍କ ନିଦ ଭଙ୍ଗାଏ — A ministrel whose duty is to awaken a king in the morning by reciting panegyrics
  • ସଂ. ବି. (ପ୍ରବୋଧ=ଜାଗରଣ+ଇକ; -ଯେତେବେଳେ ସମସ୍ତେ ନିଦରୁ ଉଠନ୍ତି) — ମଗଧ ଦେଶୀୟ ସ୍ତୁତିପାଠକ — A ministrel of the Magadha country