ପ୍ରାବୁର୍ଷୁ Prāburshu

  • ସଂ. ବିଣ. ପୁଂ. (ପ୍ର+ଆ+ବୃ ଧାତୁ+ଇଚ୍ଛାର୍ଥରେ ସନ୍ +କର୍ତ୍ତୃ. ଉ) — ପରିଧାନ କରିବାକୁ ଇଚ୍ଛୁକ — Wishing to wear
  • ସଂ. ବିଣ. ପୁଂ. (ପ୍ର+ଆ+ବୃ ଧାତୁ+ଇଚ୍ଛାର୍ଥରେ ସନ୍ +କର୍ତ୍ତୃ. ଉ) — ଆବରଣ କରିବାକୁ ଇଚ୍ଛୁକ — Wishing to cover