ପ୍ରାବରଣ Prābaraṇa

  • ସଂ. ବି. (ପ୍ର+ଆବରଣ) — ପ୍ରକୃଷ୍ଟ ଆବରଣ — Excellent covering
  • ସଂ. ବି. (ପ୍ର+ଆବରଣ) — ଓଢ଼ଣୀ; ଉତ୍ତରୀୟ ବସ୍ତ୍ର; ଓଢ଼ଣ — The upper garment; sheet put on the upper part of the body; scarf; a cloak
  • ସଂ. ବି. (ପ୍ର+ଆବରଣ) — ଓଢ଼ଣା — A veil
  • ସଂ. ବି. (ପ୍ର+ଆବରଣ) — ଢାଙ୍କୁଣି (ହି. ଶ) — Lid; covering