ପ୍ରାବରଣ ଷଷ୍ଠୀ Prābaraṇa shashṭhī

  • ସଂ. ବି — ଓଢ଼ଣଷଷ୍ଠୀ; ମାର୍ଗଶିର ଶୁକ୍ଳଷଷ୍ଠୀ — The 6th day of the bright fortnight of the month of Mārgasira
  • ସଂ. ବି — [ଦ୍ର—ଏହା ଗୋଟିଏ ପର୍ବଦିନ; ଏହି ଦିନଠାରୁ ଦେବ— ବିଗ୍ରହମାନଙ୍କୁ ଶୀତବସ୍ତ୍ରରେ ଘୋଡ଼ାଇ ଦିଆଯାଏ।]