ପ୍ରାପ୍ତ Prāpta

  • ସଂ. ବିଣ. (ପ୍ର+ଆପ୍ ଧାତୁ+କର୍ମ. ତ) — ଲବ୍ଧ; ଲାଭ କରା ଯାଇଥିବା; ମିଳିଥିବା — Obtained; got; received; gained; attained
  • ଦେ. ବିଣ. — ଯେଉଁ ବ୍ୟକ୍ତି ପାଇଥାଏ; ଲାଭ କରିଥିବା — Having obtained or attained
  • ଦେ. ବିଣ. — ସ୍ଥାପିତ — Placed; fixed
  • ଦେ. ବିଣ. — ଉପଯୁକ୍ତ — Fit; proper
  • ଦେ. ବିଣ. — (+କର୍ତ୍ତୃ. ତ)—ଉପସ୍ଥିତ — Present; arrived
  • ଦେ. ବିଣ. — ଘଟିଥିବା — Happened
  • ଦେ. ବିଣ. — ଗୃହୀତ — Taken; accepted
  • ଦେ. ବିଣ. — ଉତ୍ପନ୍ନ (ହି. ଶ) — Produced