ପ୍ରାପ୍ତି Prāpti

  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଲାଭ — Gain; profit
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଅର୍ଜନ — Earning
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଆୟ — Income
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଉପଲବ୍ଧି; ମିଳିବା; ପାଇବା — Getting; receiving; attaining; acquisition
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଧନାଦିର ବୃଦ୍ଧି — Increase of wealth
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଉନ୍ନତି — Improvement; success
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଉଦୟ — Rise; ascendancy; ascent
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ସଂହତି — Collection; assemblage
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଆବିଷ୍କାର — Discovery
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ନୈକଟ୍ୟ — Proximity
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ଉପସ୍ଥିତି — Arrival; presence
  • ସଂ. ବି. (ପ୍ର+ଆପ୍ ଧାତୁ+ଭାବ. ତି) — ପହଞ୍ଚିବା — Reaching