ପ୍ରାପ୍ତରୂପ Prāptarūpa

  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରାପ୍ତ+ରୂପ) — ରମଣୀୟ; ସୁନ୍ଦର — Beautiful; graceful
  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରାପ୍ତ+ରୂପ) — ପଣ୍ଡିତ (ଜ୍ଞାନେନ୍ଦ୍ର) — Learned