ପ୍ରାପ୍ତ କାଳ Prāpta kāḻa
- ସଂ. ବିଣ. (ବହୁବ୍ରୀହି; ପ୍ରାପ୍ତ+କାଳ) — ଯାହାର ମରଣକାଳ ଉପସ୍ଥିତ ହୋଇଅଛି; ଆସନ୍ନମୃତ୍ୟୁ — Whose death is imminent
- ସଂ. ବିଣ. (ବହୁବ୍ରୀହି; ପ୍ରାପ୍ତ+କାଳ) — ପ୍ରାପ୍ତ ଯୌବନ — Major of age
- ସଂ. ବିଣ. (ବହୁବ୍ରୀହି; ପ୍ରାପ୍ତ+କାଳ) — ଯେ ଉପଯୁକ୍ତ ଅବକାଶ ପାଇଅଛି; ପ୍ରାପ୍ତାବକାଶ — Having obtained leisure
- ସଂ. ବିଣ. (ବହୁବ୍ରୀହି; ପ୍ରାପ୍ତ+କାଳ) — ଯାହାର ଉପଯୁକ୍ତ ସମୟ ଘଟିଅଛି — Seasonable; opportune
- ସଂ. ବି. (କର୍ମଧା) — ଉପଯୁକ୍ତ ସମୟ — Fit or proper time
- ସଂ. ବି. (କର୍ମଧା) — ମରିବାର ଅବ୍ୟବହିତ ପୂର୍ବକାଳ — Time of impending death