ପ୍ରାନ୍ତ Prānta

  • ସଂ. ବି. (ପ୍ର+ଅନ୍ତ) — ଅନ୍ତ; ଶେଷ ଭାଗ — End; extremity
  • ସଂ. ବି. (ପ୍ର+ଅନ୍ତ) — ସୀମା — Boundary; border
  • ସଂ. ବି. (ପ୍ର+ଅନ୍ତ) — ଦାଢ଼ — Edge
  • ସଂ. ବି. (ପ୍ର+ଅନ୍ତ) — ଦିଗ; ତରଫ (ହି. ଶବ୍ଦସାଗର) — Direction; quarter
  • ସଂ. ବି. (ପ୍ର+ଅନ୍ତ) — (ହିନ୍ଦୀ ଅନୁକରଣରେ ଆଧୁନିକ ପ୍ରୟୋଗ) ପ୍ରଦେଶ — Province
  • ସଂ. ବି. (ପ୍ର+ଅନ୍ତ) — (ନାମ) ଋଷିବିଶେଷ (ହି. ଶବ୍ଦସାଗର) — Name of a sage